Monday 17 June 2024

ମହାଦେବ ଭ୍ରମରଟି ବ୍ରହ୍ମକମଳରେ ଲୀନ ହେଲେ

ମହାଦେବ ଭ୍ରମରଟି ବ୍ରହ୍ମକମଳରେ ଲୀନ ହେଲେ ଚିନ୍ତି ରାମ ଧ୍ୟାୟି ରାମ ଜପି ରାମ ରାମ ରାମ ରାମ ଆଞ୍ଜେନେୟ ଭୃତ୍ୟକୁ ଦିବସ ନିଶି ନିଅଣ୍ଟ ପଡିଲା ଚିନ୍ତି ରାମ ଜପି ରାମ କରୁ କରୁ କରୁ ରାମ କାମ

No comments:

Post a Comment