Saturday, 5 July 2025

ଆଜି ମହାପବିତ୍ର ବାହୁଡା ଯାତ୍ରା ଯାହା ଯାଚିଦେଲ

ଆଜି ମହାପବିତ୍ର ବାହୁଡା ଯାତ୍ରା ଯାହା ଯାଚିଦେଲ ହେ ମହାବାହୁ ତାହା ହେଲା ନନ୍ଦୀଘୋଷ ରଥ ଉପରୁ ଥାଇ ସ୍ଵଇଛାରେ ଦରଶନ ହେ ଅନ୍ତର୍ଯ୍ୟାମୀ ଆଙ୍ଗୁଳି ଦେଖାଇଲେ ବାହା ଗିଳିଦେବା ଲୋକ ମୁଁ ଦେଇ ନ ଥାନ୍ତ କି ପାଦ ସ୍ପର୍ଶ କହି ନ ଥାନ୍ତ କି ପଦେ ମଧୁର ବଚନ

No comments:

Post a Comment