Saturday, 5 July 2025

ମନ ପଛେ ପଛେ ସର୍ବାଙ୍ଗ ଚଳେ

ମନ ପଛେ ପଛେ ସର୍ବାଙ୍ଗ ଚଳେ ଯେବେ କାଳିଆ ଭାବରେ ଭିଡ଼େ ପଦ୍ମ ଆଖି ଚାହିଁଲେ ପ୍ରାଣ ପଶେ ହୃଦୟ ବ୍ରହ୍ମାନନ୍ଦ ସାଗରେ ବୁଡ଼େ

No comments:

Post a Comment