Friday, 4 July 2025

ଦେହରେ ଦୁଇ ଦୁଇଟା ଆଖି

ଦେହରେ ଦୁଇ ଦୁଇଟା ଆଖି ଅନ୍ଧ ସମାନ ପ୍ରତି ଜୀବରେ ନିଜ ଆତ୍ମା ନ ପାରନ୍ତି ଚି଼ହ୍ନି ଷଡ ବିକାର ସଦା ସର୍ବଦା ବଧିର ସମାନ ତାଙ୍କୁ ଶୁଭେନି ଅଜପା କୃଷ୍ଣ ବଂଶୀ ଧ୍ୱନୀ

No comments:

Post a Comment