Friday, 4 July 2025

ଆହାଃ ସତେ କିଵା ଲଭିବି ତାହା

ଆହାଃ ସତେ କିଵା ଲଭିବି ତାହା ତୋ ଭାଵ ମୋତେ ଅତି ଦୁର୍ଲଭ ଆହାଃ ସତେ କି ଭେଟିବି ଯାହା ତୋ ପାଦ ମୋର ହୃଦୟ ବିଭବ

No comments:

Post a Comment