A flower with 4 petals
Saturday, 1 November 2025
ପରମାଣୁକୁ ବାନ୍ଧିଅଛି ଅତି ଦୃଢ଼ ଆଲିଙ୍ଗନରେ
ପରମାଣୁକୁ ବାନ୍ଧିଅଛି ଅତି ଦୃଢ଼ ଆଲିଙ୍ଗନରେ ଅସରନ୍ତି କରୁଣା ଝରି ଅପଲକ ଚକାଡ଼ୋଳାରୁ ପରମ ପାବନୀ ଜାହ୍ନବୀ ଅଖିଳକୁ ଅମୃତ କରେ ଅବାରିତ ଝରି ଝର ଜଗନ୍ନାଥ ଚରଣ କମଳରୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment