Saturday, 1 November 2025

ଏହି ପଙ୍କକୁ କରିଦିଅ କମଳଟିଏ ମାଆ ମହା ଲକ୍ଷ୍ମୀ

ଏହି ପଙ୍କକୁ କରିଦିଅ କମଳଟିଏ ମାଆ ମହା ଲକ୍ଷ୍ମୀ କୃଷ୍ଣଙ୍କର ରୁକ୍ମଣୀ ଶରଧା ବାଲି ଭିଜାଇଲି ଲୁହରେ ମଉଳିବା ଆଗରୁ ଲୋଟିବି ପଦ୍ମନାଭଙ୍କର ପାଦରେ ସନ୍ତାନର ଆକୁଳତା ମା ଜାଣିବୁ ବ୍ୟଥିତ କୋହରେ

No comments:

Post a Comment