Tuesday, 4 November 2025

ଶ୍ରବଣ ଇନ୍ଦ୍ରିୟ ନାହିଁ ବୋଲି ଛଳନା କରନା ହେ ବ୍ରହ୍ମଦାରୁ

ଶ୍ରବଣ ଇନ୍ଦ୍ରିୟ ନାହିଁ ବୋଲି ଛଳନା କରନା ହେ ବ୍ରହ୍ମଦାରୁ ହେ ଅଧାଗଢା ଛଳନା କରନା ନାହିଁ ପଦ୍ମ ପାଦ ପଦ୍ମ ପାଣି ମହାଯୋଗୀ ଶଙ୍କର ହୃଦୟ ହରି ଚନ୍ଦନ ହେ ଚକାଡୋଳା ଥରୁଟିଏ ରାମ ବୋଲି ଡାକ ହେ ଚକାଆଖି ନିସ୍ତାର ବାଣୀ

No comments:

Post a Comment