Monday, 3 November 2025

ନିବୃତ୍ତି ପଥରୁ ସାଉଁଟିଥିବା ଅମୃତ

ନିବୃତ୍ତି ପଥରୁ ସାଉଁଟିଥିବା ଅମୃତ ପ୍ରବୃତି ଯାତ୍ରା ପଥକୁ ଜଗା ବଳିଆ ପ୍ରବୃତି ପଥରେ ସୁଖ ଦୁଃଖ ପଶରା ଅବଢ଼ା ମଣି ଭୁଞ୍ଜନ୍ତି ନୀଳା ଚଳିଆ

No comments:

Post a Comment