Monday, 3 November 2025

ଆତ୍ମା ଜ୍ୟୋତିକୁ ଯିଏ ଅନ୍ତରେ ଦର୍ଶନ କରେ

ଆତ୍ମା ଜ୍ୟୋତିକୁ ଯିଏ ଅନ୍ତରେ ଦର୍ଶନ କରେ ଇନ୍ଦ୍ରିୟ ମେଳରେ ସିଏ ଲଭଇ ବୈକୁଣ୍ଠ ପତି ଚକାଡୋଳା ଅପଲକ କରୁଣା ସମୁଦ୍ର ନୟନ ପତିତପାବନ ଡାକି ନିଅଇ ଛନ୍ଦା ଚରଣ ପ୍ରତି

No comments:

Post a Comment