Tuesday, 4 November 2025

ଜୀଵାତ୍ମା ମହକ କୃଷ୍ଣ ବଂଶୀ କୁହୁକ

ଜୀଵାତ୍ମା ମହକ କୃଷ୍ଣ ବଂଶୀ କୁହୁକ ନିଳକନ୍ଦର ଚନ୍ଦନ ଭକ୍ତଜନ ପୁଲକ ନାହିଁ ପାଦ ପାଣି କର୍ଣ୍ଣ ଚକ୍ଷୁ ଗୋଲକ ନନ୍ଦିଘୋଷ ଘର୍ଘର କରୁଣା ଅପଲକ

No comments:

Post a Comment