Wednesday, 5 November 2025

ଧର୍ମ ପଥରେ ଯିଏ ହାତକୁ ଧରି ନିଏ

ଧର୍ମ ପଥରେ ଯିଏ ହାତକୁ ଧରି ନିଏ ସେହି ଜନ ପ୍ରକୃତରେ ମହାନ ବ୍ୟକ୍ତି ପବିତ୍ର କର୍ମ ଫଳ ବଢାଏ ଈଶ୍ୱର ପ୍ରୀତି ଭାଗବତ ବହି ବଢାଏ ପାପରେ ଭିତି

No comments:

Post a Comment