Saturday, 1 November 2025

କର୍ଣ୍ଣକୁ କଟୁ ଭାଗବତ ଚକ୍ଷୁକୁ ଅସୁନ୍ଦର ପତିତ ପାବନ

କର୍ଣ୍ଣକୁ କଟୁ ଭାଗବତ ଚକ୍ଷୁକୁ ଅସୁନ୍ଦର ପତିତ ପାବନ ନିରନ୍ତର ଭ୍ରମନ୍ତି ଚଞ୍ଚଳ ମନ ସାଙ୍ଗରେ ପୃଥ୍ୱୀ ବଣରେ ନିଦାରୁଣ ମହାକାଳ ଯମ ବାନ୍ଧିନେବ ଶମନ ପୁରକୁ ଦୁର୍ଲଭ ମନୁଷ୍ୟ ଶରୀର ନ ଲୋଟିବ କୃଷ୍ଣ ଚରଣରେ

No comments:

Post a Comment