Saturday, 1 November 2025

ଯାହାକୁ ଯାହା ଦେଇଛନ୍ତି ସେହି ଚକାଡ଼ୋଳା

ଯାହାକୁ ଯାହା ଦେଇଛନ୍ତି ସେହି ଚକାଡ଼ୋଳା ପାଇବା ଜନ ଯଦି ମହାପ୍ରସାଦ ସମାନ ମଣେ ଅଭାବ ତାକୁ ବିଭବ ସଂସାର ଧର୍ମ ଶାଳାରେ ଆପଣା ଜୀବନାନୁଭୁତିରୁ ଦୃଢ଼ତା ସହ ଭଣେ

No comments:

Post a Comment