Wednesday, 5 November 2025

ବ୍ରହ୍ମରାଶି ନିରୁପମ କୃଷ୍ଣ ଅଖିଳ ମନ ମୋହନ ବିଭବ

ବ୍ରହ୍ମରାଶି ନିରୁପମ କୃଷ୍ଣ ଅଖିଳ ମନ ମୋହନ ବିଭବ ସାଇକୃଷ୍ଣ କରୁଣା କଲେ ଛନ୍ଦା ଚରଣ ରେଣୁ ସୁଲଭ ତ୍ରିଭଙ୍ଗ ପୀତବାସ ବନମାଳୀ ମଧୁର ମୁରଲୀ ଅଧର ସ୍ପର୍ଶ ମାତ୍ରକେ ରୋମାଞ୍ଚିତ ସର୍ବାଙ୍ଗ ଅନୁଭବ ଦୁର୍ଲଭ

No comments:

Post a Comment