Wednesday, 5 November 2025

ଯୋଗୀ ଜ୍ଞାନୀ ଜିଜ୍ଞାସୁ ମୁମୁକ୍ଷୁ ଆକୁଳ ବ୍ୟାକୁଳ ଦେଖି

ଯୋଗୀ ଜ୍ଞାନୀ ଜିଜ୍ଞାସୁ ମୁମୁକ୍ଷୁ ଆକୁଳ ବ୍ୟାକୁଳ ଦେଖି ଭକ୍ତ ବତ୍ସଳ ବ୍ରହ୍ମରାଶି ପ୍ରସାରିଲେ ମହାବାହୁର ଛାୟା ଭାବ ବିଭୋର ରାତି ଉଷା ହେଲା ସିନ୍ଦୁରା ଫାଟିଗଲା ଚନ୍ଦନ ଅର୍ଗଳୀରେ ବ୍ରହ୍ମରାଶି ହେଲେ ଅଧାଗଢା କାୟା

No comments:

Post a Comment