Wednesday, 5 November 2025

ଜଗନ୍ନାଥ ହେ ତୁମ୍ଭେ ଅଶେଷ କରୁଣା ବରୁଣାଗାର

ଜଗନ୍ନାଥ ହେ ତୁମ୍ଭେ ଅଶେଷ କରୁଣା ବରୁଣାଗାର ଏହି ଘୋର କଳିଯୁଗ କଳୁଷ ନାଶନ ହେ ବ୍ରହ୍ମଦାରୁ ଅଶରଣ ଶରଣ ଅକର୍ମାଦାନୀ ଆର୍ତ୍ତି ଆରତ୍ତ ନାଶନ ହେ ଚକାଆଖି ନୟନ ପଥରେ ରୁହ ବାଞ୍ଛା କଳ୍ପତରୁ

No comments:

Post a Comment