Monday 13 May 2024

ମୋ ପାଖରେ ରହିବାକୁ ପସନ୍ଦ ନ କଲୁ

ମୋ ପାଖରେ ରହିବାକୁ ପସନ୍ଦ ନ କଲୁ ରାମ ତୋତେ ଦେବ ନାହିଁ ପାନ ଆଇଁଷ ବୋଉ ତୋ ଆଶିଷରେ ଯାହା ଅରଜିବି ରାମ କହେ ସବୁ ପୋଡି ହେବ ପାଉଁଶ

No comments:

Post a Comment