Wednesday 22 May 2024

ଶିଶୁ କପାଳରେ ଜନନୀର ବଡ କଜଳ ଠୋପା

ଶିଶୁ କପାଳରେ ଜନନୀର ବଡ କଜଳ ଠୋପା ଡାହାଣୀ ଚିରୁକୁଣି କୁଆଖି କରି ନ ପାରେ ଦୃଷ୍ଟି ବିଷ୍ଣୁ କପାଳରେ ଶ୍ରଦ୍ଧାର ବଡ ଚନ୍ଦନ ଠୋପା ଅଖିଳ ନିଖିଳ ବାହ୍ୟ ଅନ୍ତରେ କରେ କୃପା ବୃଷ୍ଟି

No comments:

Post a Comment