Saturday 11 May 2024

କନକ ବରନା କନିଆ କାଖରେ ଅନ୍ନର ପୂର୍ଣ୍ଣ କୁମ୍ଭ

କନକ ବରନା କନିଆ କାଖରେ ଅନ୍ନର ପୂର୍ଣ୍ଣ କୁମ୍ଭ ମେଘ କଳା ବର ହାତରେ ଅପୂର୍ବ ମୋହନ ବଂଶୀ ଏକଇ ବ୍ରହ୍ମ କମଳର ଯେମିତି ଦୁଇଟି ସଜ ପାଖୁଡା ସଦା ଚିନ୍ତନ ମନନ କିର୍ତ୍ତନରେ ରତ ମାନସ ହଂସୀ

No comments:

Post a Comment