Saturday 18 May 2024

ବିନା ଘୁଙ୍ଗୁରରେ ପାହାଡି ଝରଣାଟିଏ ନାଚୁଥାଏ

ବିନା ଘୁଙ୍ଗୁରରେ ପାହାଡି ଝରଣାଟିଏ ନାଚୁଥାଏ କୁଳୁ କୁଳୁ ନାଦରେ ନୀରବତାକୁ କରେ ଅଧୀର ବିନା ମୋହରେ ଜୀବନରେ ସମ୍ପାଦିତ କରମ ଅତୀତ ବର୍ତ୍ତମାନ ଭବିଷ୍ୟତକୁ କରେ ମଧୁର

No comments:

Post a Comment