Monday 13 May 2024

ଏମିତି ଘନିଷ୍ଠ ଭାବରେ ମିଶାଇଛୁ ମାଆ

ଏମିତି ଘନିଷ୍ଠ ଭାବରେ ମିଶାଇଛୁ ମାଆ କେଉଁ ଅଂଶ ବାପା କେଉଁ ଅଂଶ ମାଆ ଦେହ ପଞ୍ଜୁରୀରେ ମନ ହଂସୀ ଆବଦ୍ଧ ଖୀଡିକି ଖୋଲି କୋଳକୁ ନେଇ ଯାଆ

No comments:

Post a Comment