Thursday 16 May 2024

ମୁହିଁ ନୁହେଁ ସମର୍ଥ ଆପଣଙ୍କୁ ବାନ୍ଧିବାକୁ

ମୁହିଁ ନୁହେଁ ସମର୍ଥ ଆପଣଙ୍କୁ ବାନ୍ଧିବାକୁ ହେ ଗୋବିନ୍ଦ ନିଜ ଇଚ୍ଛାରେ ଦିଅ ଧରା ମୁହିଁ ମାଘ ଶୀତରେ ଥରୁଥିବା ପଶୁଟିଏ ଆପଣ ହରି ହେ ସକାଳ ଉଷୁମ ଖରା

No comments:

Post a Comment