Sunday 12 May 2024

ଭୋଗର ବାସନା ଆସିଲେ ଇନ୍ଦ୍ରିୟମାନେ ଆଗକୁ

ଭୋଗର ବାସନା ଆସିଲେ ଇନ୍ଦ୍ରିୟମାନେ ଆଗକୁ କାନକୁ ଛାଡିଲେ କେହି ନ ଶୁଣନ୍ତି ଶ୍ରୀହରିର କଥା ନିଜର ପରିଚୟ ଖୋଜିଲେ ମନ ଖସିକି ପଳାଏ ସତସଙ୍ଗ ଛାଡିଲେ କେହି ନ ବୁଝନ୍ତି ହୃଦୟ ବଥା

No comments:

Post a Comment