Monday 13 May 2024

ଯଦି ମୁହିଁ ତୁମ ଅତି ଅଲିୟଳ ସନ୍ତାନ

ଯଦି ମୁହିଁ ତୁମ ଅତି ଅଲିୟଳ ସନ୍ତାନ ବାପା ବୋଉ କିମ୍ପା ପଳେଇଲେ ଛାଡି ତୁମ ଦୁଇ ଜଣଙ୍କର ଫେରିବା ପର୍ଯ୍ୟନ୍ତ ରାଧା ଗୋବିନ୍ଦଙ୍କ ପାଦରେ ଥିବି ପଡି

No comments:

Post a Comment