Wednesday 15 May 2024

ରାଧେ କୃଷ୍ଣ ରାଧେ କୃଷ୍ଣ

ରାଧେ କୃଷ୍ଣ ରାଧେ କୃଷ୍ଣ ହୃଦୟରେ ବାଜିଲା ଘଣ୍ଟା ଦୁଃଖ ଦିନ ଶେଷ ହେଲା ସୁଖ ପୁଡିଆ ହେଲା ବଣ୍ଟା ଓଁ ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ ହୃଦୟରେ ବାଜି ଉଠିଲା ମଙ୍ଗଳ ଶଙ୍ଖ କାହାଳି ଘଣ୍ଟା ଓଁ ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ ଜପା ଅଜପା ନୟନରୁ ଅମୃତ ଲୁହ ହୋଇଲା ବଣ୍ଟା

No comments:

Post a Comment