Monday 13 May 2024

ସମ୍ପୂର୍ଣ୍ଣ ଫୁଲ ଚାଙ୍ଗୁଡ଼ି ଖାଲି କରି

ସମ୍ପୂର୍ଣ୍ଣ ଫୁଲ ଚାଙ୍ଗୁଡ଼ି ଖାଲି କରି ମୁଁ ଫୁଲରେ ସଜେଇଲି ତୋତେ ହସ ହସ ମୁହଁରେ ଚାହିଁଥିବୁ ମା ମୁଣ୍ଡ ଆଉଁସି ଦେଉ ଥିବୁ ହାତେ

No comments:

Post a Comment