Saturday 11 May 2024

ଅଳସ ପାଦ ତୋହର ବଢ଼ାଇ ଦେ ମାଆ

ଅଳସ ପାଦ ତୋହର ବଢ଼ାଇ ଦିଅ ମାଆ ଆଖି ଜଳରେ ଧୋଇ ଦେଇ ଘଷି ଦେବି ପଣତ କାନିରେ ଘୋଡେଇ ଦିଅ ମାଆ ହୃଦୟ ପଦ୍ମରେ ପାଦ ଦୁଇଟି ଥୋଇଥିବି

No comments:

Post a Comment