Saturday 18 May 2024

ମୁଣ୍ଡ ବାଳରୁ ପାଦ ନଖ ଯାଏ ତନା ଘନା

ମୁଣ୍ଡ ବାଳରୁ ପାଦ ନଖ ଯାଏ ତନା ଘନା ହେ ଜଗନ୍ନାଥ କେବଳ କୋଷ ହିଁ କୋଷ ଜୀବନ ଯାତ୍ରା କେବଳ ତୁମ ଭେଟ ପାଇଁ ହେ କମଳା ବିଳାସ କେଉଁଠି ଅଛ ଆସ

No comments:

Post a Comment