Tuesday 21 May 2024

ଗୋବିନ୍ଦ କପୋଳକୁ ଶୋଭା ଚନ୍ଦନ ଟୋପା

ଗୋବିନ୍ଦ କପୋଳକୁ ଶୋଭା ଚନ୍ଦନ ଟୋପା ପ୍ରତି ଟୋପାରେ ମା ଯଶୋଦାର ଟିପ ଚିହ୍ନ କିଏ ସମ୍ପଦରେ ବୁଡି କିଏ ବିପଦରେ ପଡି ପ୍ରତି ଜୀବ ଗୋବିନ୍ଦଙ୍କୁ ଅର୍ପଣ କରେ ମନ

No comments:

Post a Comment