Friday 17 May 2024

ମୋର ଜୀବନ ଦୀପରେ ଆରତୀ କରୁଛି

ମୋର ଜୀବନ ଦୀପରେ ଆରତୀ କରୁଛି କର୍ମ ଭକ୍ତି ଜ୍ଞାନ ଯୋଗକୁ ନୁହଇଁ ଭାଜନ ମୋର ମନ ହୃଦୟରେ ସଦା ଇର୍ଷା ଘୃଣା ତୋତେ ଭେଟିବାର ଆଶା କରିଛି ବର୍ଜନ

No comments:

Post a Comment