Monday 20 May 2024

କଳା ବାମନ ବସିଥିଲେ ଶ୍ରୀନନ୍ଦୀଘୋଷ ରଥ ଉପରେ

କଳା ବାମନ ବସିଥିଲେ ଶ୍ରୀନନ୍ଦୀଘୋଷ ରଥ ଉପରେ ଦୀପ ଶିଖାଟିଏ ହୋଇ ଉର୍ଦ୍ଧକୁ ବେନି କରକୁ ବଢ଼େଇଲି ରବି ସୁଧାକର ଆହାଃ କି ଅପୂର୍ବ ଆନନ୍ଦ ଭରା ଅପଲକ ତୁଳସୀ ମାଳଟିଏ ହୋଇ ବିଶାଳ ବକ୍ଷରେ ଆଉଜି ଗଲି

No comments:

Post a Comment