Wednesday 15 May 2024

ଜଞ୍ଜାଳ ମନରେ ଉଡି ଉଡି ଯିବୁ ନୀଳକନ୍ଦର

ଜଞ୍ଜାଳ ମନରେ ଉଡି ଉଡି ଯିବୁ ନୀଳକନ୍ଦର ସଞ୍ଚିତ ପୁଣ୍ୟ ବଳେ ଦେଖିବୁ ଏକ ବ୍ରହ୍ମଦାରୁ ଅପୂର୍ବ ଶାରୀ ଶୁଆ ହଳେ ବସିବା ଦେଖିବୁ ପ୍ରେମର ସ୍ୱରୂପ ଦେଖିବୁ କିମ୍ପା ଡେରି କରୁ

No comments:

Post a Comment