Thursday 23 May 2024

ଅଚେତନ ସୌମିତ୍ରୀକୁ ଆପଣ ଘେନିଲେ ନିଜର କୋଳକୁ

ଅଚେତନ ସୌମିତ୍ରୀକୁ ଆପଣ ଘେନିଲେ ନିଜର କୋଳକୁ ନୀଳ ନିର୍ମଳ ଗଗନରେ ଉଦୟ ହୋଇଲାକି ପୁର୍ଣିମା ଇନ୍ଦୁ ସଚେତନ ପ୍ରହଲ୍ଲାଦଙ୍କୁ ଆପଣ ନିଜ କୋଳେ ବସାଇଲେ ବ୍ୟାସକୃତ ଶ୍ରୀମଦଭାଗବତରେ ଲାଗିଗଲା ଚନ୍ଦନ ବିନ୍ଦୁ

No comments:

Post a Comment