Sunday 12 May 2024

ବୋଉ ଲୋ ତୁ ଚିପୁଦେଉ ବାପ ପୁଅର ପାଦ

ବୋଉ ଲୋ ତୁ ଚିପୁଦେଉ ବାପ ପୁଅର ପାଦ ବୋଉ ଲୋ କିଏ ଚିପି ଦିଏ ତୋ ଗୋଡ ହାତ ବୋଉ ଲୋ ଝିଅମାନେ ତାଙ୍କ ଶାଶୁ ଘରକୁ ବୋଉ ଲୋ ତୁ ସର୍ବଂସହା କହିଛୁ ମୁହିଁ ସତ

No comments:

Post a Comment