Saturday 18 May 2024

ବୋଉ ବାପାଙ୍କୁ ତୋର କୋଳକୁ ସମର୍ପି ଦେଲି

ବୋଉ ବାପାଙ୍କୁ ତୋର କୋଳକୁ ସମର୍ପି ଦେଲି ଏଡ଼େ ପାଷାଣୀ ଶ୍ୟାମା ପଦେ ନ କହିଲା କଥା ତୋର ଭାଇ ଗୋବିନ୍ଦ ପାଦରେ ମନ ଥୋଇଛି ତାକୁ ଛାଡି କିଏ ସେ ବୁଝିବ ମୋର ମନ ବ୍ୟଥା

No comments:

Post a Comment