Wednesday 15 May 2024

ମାଆ ବାପା ହେଲେ ଶଶ୍ମାନ ବାସୀ

ମୋ ମାଆ ବାପା ହେଲେ ଶଶ୍ମାନ ବାସୀ ଏହି ଖବର ମାଆ ଶଶ୍ମାନ କାଳୀ ଜାଣିଛି ନିଶ୍ଚୟ ଭଲମନ୍ଦ ବୁଝିବ ସେ ବଡ ମାଆ ବଡ ମାଆ ଅତି ଭଲ ବାମାଠାରୁ ଶୁଣିଛି

No comments:

Post a Comment