Monday 20 May 2024

କରୁଣା ବନ୍ୟାରେ ତୋ ଭକତ ଭାସେ

କରୁଣା ବନ୍ୟାରେ ତୋ ଭକତ ଭାସେ ଭାବି ତୋ ଲୀଳା ମନ ଆନନ୍ଦେ ହସେ ମାଗିଲେ ମାଗିବି ମା କୋଳେ ଆଶ୍ରୟ ନିରାଶ ନ କରିବୁ ମାଆ ମନକୁ ଆସେ

No comments:

Post a Comment