Sunday 19 May 2024

ଗୋବିନ୍ଦ ହରି ଚନ୍ଦନ ବୃକ୍ଷ ପ୍ରାଣ ସଖିରେ

ଗୋବିନ୍ଦ ହରି ଚନ୍ଦନ ବୃକ୍ଷ ପ୍ରାଣ ସଖିରେ ସେ ବୃକ୍ଷକୁ ପବନ ଛୁଇଁ ଆସିଲେ ବାସେ ଗୋବିନ୍ଦ ନାମ ବ୍ରହ୍ମ ଆନନ୍ଦ ପ୍ରାଣ ସଖିରେ କେବଳ ଶ୍ରବଣେ ମନ ଆନନ୍ଦରେ ଭାସେ

No comments:

Post a Comment