Sunday 19 May 2024

ସକଳ ବିଘ୍ନ ବିନାଶନଙ୍କୁ ଦାଣ୍ଡ ଦୁଆର କଳସ କଲି

ସକଳ ବିଘ୍ନ ବିନାଶନଙ୍କୁ ଦାଣ୍ଡ ଦୁଆର କଳସ କଲି ମହାମାୟା କନକ ଦୁର୍ଗାଙ୍କୁ ହୃଦୟରେ କରିଲି ଧ୍ୟାନ ବାଉଁଶ ବଇଁଶୀରେ ବାନ୍ଧିଲି ମୟୁରର ପୁଚ୍ଛ ଦୁଇଟି ରାଧାଙ୍କ ପ୍ରାଣ ଗୋବିନ୍ଦଙ୍କ ପାଦରେ ଥୋଇଲି ମନ

No comments:

Post a Comment