Sunday 12 May 2024

ଆପଣ ସାଧକର ବ୍ରହ୍ମା ବିଷ୍ଣ୍ଣୁ ମହେଶ୍ବର

ଆପଣ ସାଧକର ବ୍ରହ୍ମା ବିଷ୍ଣ୍ଣୁ ମହେଶ୍ବର ଆପଣ ସାଧକ ସକଳ କୋଷରେ ଚେତନା ଆପଣ ସାଧକର ଅଜ୍ଞାନ ବିଜ୍ଞାନ ବ୍ରହ୍ମଜ୍ଞାନ ଆପଣ ହିଁ ସାଧକର ପରମ ପ୍ରାପ୍ତି ବାସନା

No comments:

Post a Comment