Monday 13 May 2024

ଶଶ୍ମାନ ଗାତରେ ତୋତେ ପୋତି ଆସିଲି

ଶଶ୍ମାନ ଗାତରେ ତୋତେ ପୋତି ଆସିଲି ଆଲୋ କେମିତି ତୁହି ଅଛୁ ଲୋ ବୋଉ ଖରା ବରଷା ମେଘ ବିଜୁଳି ତୋର ସାଥି ରାମ ରାମକୁ ପାଶୋରି ଦେଲୁ କି ଆଉ

No comments:

Post a Comment