Saturday 18 May 2024

କିଏ ସେ ମୋହର ଚେତନା ସଚେତନ ନ ହୋଇଲି

କିଏ ସେ ମୋହର ଚେତନା ସଚେତନ ନ ହୋଇଲି ଭୃଣରୁ ବାଳ କୈଶୋର ଯୁବା ଦେଇ ହୋଇଲି ବୁଢା କେଡେ ବଡ ବହିଲେ କପଟୀ ମୋ ପ୍ରାଣର ଗୋବିନ୍ଦ ଚିତ୍ତ ଚୋର ମୁକ ହେଲ ଅପଲକ ହେଲ ଅଧା ଗଢ଼ା

No comments:

Post a Comment