Friday 10 May 2024

ଶ୍ରୀଗୋବିନ୍ଦଙ୍କର ଆଉ କି ମନରେ ଥିବ

ଶ୍ରୀଗୋବିନ୍ଦଙ୍କର ଆଉ କି ମନରେ ଥିବ ଏ ପତିତ ପ୍ରଭୁଙ୍କର ଜଣେ କିଣା କିଙ୍କର ଥରେ ଦର୍ଶନ ଦେଇ ଯାଇଛତ ଯାଇଛ ଅପେକ୍ଷା କରି କରି ହେଲି ପଥ କଙ୍କର

No comments:

Post a Comment