Thursday 9 May 2024

ସାତ କଂସା କବାଟ ରୁଦ୍ଧ ବନ୍ଦୀ ଘରେ ଯାହାର ଜନମ

ସାତ କଂସା କବାଟ ରୁଦ୍ଧ ବନ୍ଦୀ ଘରେ ଯାହାର ଜନମ ଯାହା ପିତା ମାତା ହାତରେ ପାଦରେ ଅନେକ ବେଡି ସେହି ଅନୁଭୁବି ସିନା ବୁଝି ପାରିବ ଭବଯାତ୍ରୀର କଷ୍ଟ ଯାହା ନାଭିରୁ ବ୍ୟାପ୍ତ ଅଖିଳ ବିଶ୍ୱକୁ ମହୀରୁହ ନାଡୀ

No comments:

Post a Comment