Thursday 2 May 2024

ଉଦରରୁ କାଢି ମାଆ ଗୋ କୋଳରେ ଧରିଲୁ

ଉଦରରୁ କାଢି ମାଆ ଗୋ କୋଳରେ ଧରିଲୁ ସଉଦା କିଣିବାକୁ ପଠାଇଲୁ ସଂସାର ହାଟକୁ ମାଆ ଲୋ ଘରକୁ ଫେରୁ ଫେରୁ ସଞ୍ଜ ହେବ ମାଆ ଗୋ ଜ୍ଞ୍ୟାନ ଦୀପ ଧରି ଆସିବୁ ବାଟକୁ

No comments:

Post a Comment