Friday, 4 July 2025

ତା ରୂପରେ ହଜିଲେ

ତା ରୂପରେ ହଜିଲେ ତା ନାମ ସୁଧାରେ ବୁଡିବୁ କମଳ ଅଧରରେ ମୁରଲୀ ବନମାଳ ଗଳାରେ ବୈଷ୍ଣବ ତିଳକ କପାଳରେ ଶିରରେ ଶିଖି ପୁଚ୍ଛ ଭେଟିବୁ ନବଘନ ଆଖି ମିଶା ଚକାଡ଼ୋଳାରେ

No comments:

Post a Comment