Friday, 4 July 2025

ଆହାଃ କେଉଁଠି ପଶିବି ଶରଣ ଆହେ ମହାବାହୁ

ଆହାଃ କେଉଁଠି ପଶିବି ଶରଣ ଆହେ ମହାବାହୁ ସିନ୍ଧୁ ସୁତା କମଳା ନିରନ୍ତର ସେବନ୍ତି ବେନି ପାଦ ଆହାଃ କିଏ ବଜାଇବ ମୋହନ ମୁରଲୀ ମଧୁରେ ହେ ଅଧାଗଢା ସତେ କର୍ଣ୍ଣ ନ ଶୁଣିବ ବେଣୁ ନାଦ

No comments:

Post a Comment