Wednesday 1 May 2024

ସଭିଙ୍କ ତୁଣ୍ଡରେ ଦେଇ ରାମ ରାମ ନାମ ସୁଧା

ସଭିଙ୍କ ତୁଣ୍ଡରେ ଦେଇ ରାମ ରାମ ନାମ ସୁଧା କୋକେଇରେ ଲୁଚି ପଳେଇଲା ଜୀବ ମାୟାବି ସଭିଙ୍କ କର୍ଣ୍ଣରେ ଶୁଣାଇ ହରି ହରି ନାମ ସୁଧା କିଛି ନ ନେଲା ସାଥିରେ ବଡ଼ ଥିଲା ଅଭାବୀ

No comments:

Post a Comment