Thursday 2 May 2024

ହେ ଗୋବିନ୍ଦ ହେ ଗୋପାଳ ତୁମ୍ଭଙ୍କୁ ନିମନ୍ତ୍ରଣ

ହେ ଗୋବିନ୍ଦ ହେ ଗୋପାଳ ତୁମ୍ଭଙ୍କୁ ନିମନ୍ତ୍ରଣ କମଳ ପଦକୁ ରଖିବ ମୋ ଜୀବନ ଡଙ୍ଗାରେ କମଳା ସେବିତ ପଦକୁ ଧୀରେ ଧୀରେ ଚିପିବି ଅପଲକ ଆଖିକୁ ସୁଖ ନିଦ୍ରା ଆସିବ ରଙ୍ଗାରେ

No comments:

Post a Comment